ଆର୍ୟନ୍ ଖାନ୍ ଅପହରଣ ଷଡ଼ଯନ୍ତ୍ରରେ ସୀମର ୱାଙ୍ଖେଡ଼େ ସାମିଲ ଥିଲେ: ନବାବ ମଲିକ

ମୁମ୍ବାଇ: ଆର୍‌ୟନ୍‌ ଖାନ୍‌ଙ୍କୁ ଅପହରଣ କରିବା ଷଡ଼ଯନ୍ତ୍ରରେ ମୁମ୍ବାଇ ‘ଏନ୍‌ସିବି’ର କ୍ଷେତ୍ରୀୟ ନିର୍ଦେଶକ ସୀମର ୱାଙ୍ଖେଡ଼େ ମଧ୍ୟ ସାମିଲ ଥିଲେ ବୋଲି ଆଜି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଅଭିଯୋଗ କରିଛନ୍ତି। ସାମ୍ବାଦିକମାନଙ୍କୁ ମଲିକ କହିଛନ୍ତି ଯେ, ଉକ୍ତ ଷଡ଼ଯନ୍ତ୍ରର ‘ମାଷ୍ଟର୍‌ମାଇଣ୍ଡ୍‌’ ହେଉଛନ୍ତି ‘ବିଜେପି’ ନେତା ମୋହିତ ଭାରତୀୟ। ଓଶିୱାରା ଉପନଗରୀରେ ଥିବା ଗୋଟାଏ ଶ୍ମଶାନରେ ୱାଙ୍ଖେଡ଼େ ଭାରତୀୟଙ୍କୁ ଭେଟିଥିଲେ। କିନ୍ତୁ, ୱାଙ୍ଖେଡ଼େଙ୍କ ଯୋଗ ଭଲ, ପୁଲିସର ‘ସିସିଟିଭି’ କାମ … Continue reading ଆର୍ୟନ୍ ଖାନ୍ ଅପହରଣ ଷଡ଼ଯନ୍ତ୍ରରେ ସୀମର ୱାଙ୍ଖେଡ଼େ ସାମିଲ ଥିଲେ: ନବାବ ମଲିକ